ଏସଆଇରୁ ଆଇଆଇସି ପାହ୍ୟାକୁ ପଦୋନ୍ନତି ପାଇଲେ ଦୀପକ

0

ନୟାଗଡ଼ : ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କୁ ଆଜି ପଦୋନ୍ନତି ମିଳିଛି। ଶ୍ରୀ ଖଣ୍ଡାୟତରାୟଙ୍କୁ ଏସଆଇରୁ ଆଇଆଇସି ପାହ୍ୟାକୁ ପଦୋନ୍ନତି ମିଳିଥିବା ଜଣାଯାଇଛି । କିଛି ଦିନ ତଳେ ଗଣିଆ ଥାନାରେ କାର୍ଯ୍ୟରତ ବେଳେ ଜିଲ୍ଲାର ଶ୍ରେଷ୍ଠ ଏଏସଆଇ ପୁରସ୍କାର ପାଇଥିଲେ ଖଣ୍ଡାୟତରାୟ । ଡିଜିପି ଅଭୟ ରାଜ୍ୟର ବଛା ବଛା ଏସଆଇଙ୍କୁ ପଦୋନ୍ନତି ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.

6 + seventeen =