RT-PCR ଟେଷ୍ଟକୁ ନେଇ ଆଡଭାଇଜାରି ଜାରି କଲା ICMR

0

RT-PCR ଟେଷ୍ଟକୁ ନେଇ ଆଡଭାଇଜାରି ଜାରି କଲା ICMR

  • ବାରମ୍ବାର RT-PCR ଟେଷ୍ଟର ଆବଶ୍ୟକତା ନାହିଁ:ICMR
  • ଲାବୋରେଟୋରୀ ଉପରେ ଚାପ ବଢ଼ାନ୍ତୁ ନାହିଁ:ICMR
  • ଥରେ ପଜିଟିଭ ଚିହ୍ନଟ ହୋଇଥିଲେ ଆଉ RT-PCR ଟେଷ୍ଟ କରାନଯାଉ।
  • ହସ୍ପିଟାଲରୁ ଡିସଚାର୍ଜ ବେଳେ ଆଉଥରେ RTPCR ଟେଷ୍ଟ କରାନଯାଉ ।
  • ଆନ୍ତରାଜ୍ୟ ଯାତ୍ରୀଙ୍କ RT-PCR ରିପୋର୍ଟ ବାଧ୍ୟତାମୂଳକ ନ ହେଉ ।
  • ରାପିଡ ଆଣ୍ଟିଜେନ୍ ଟେଷ୍ଟ ଉପରେ ICMRର ଗୁରୁତ୍ବ ।
  • ୧୫ରୁ ୨୦ ମିନିଟ ଭିତରେ କୋରୋନା ରିପୋର୍ଟ ମିଳିଯିବ ।
  • କୋରୋନା ପଜିଟିଭ କି ନୁହେଁ ରୋଗୀ ତୁରନ୍ତ ଜାଣିପାରିବେ ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ଶୀଘ୍ର ଆରମ୍ଭ ହୋଇପାରିବ ।
Leave A Reply

Your email address will not be published.

16 + 8 =