ଆହତ “କୋଟରା”କୁ ବନବିଭାଗକୁ ହସ୍ତାନ୍ତର କଲେ ବାବାଜୀ

0

ଓଡ଼ଗାଁ, କୁରାଳ ୧୫-୫/ଆଜି ସକାଳ ୯ଟା ସମୟରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ଦଣ୍ଡୋର ହରିଜନ ସାହିରେ ଏକ ଆହତ କୋଟରା ସେଠାର ବାବାଜୀ ପୀତବାସ ଦାସଙ୍କ ବାଡ଼ିପଟ ଦେଇ ଘରଭିତରକୁ ପସିଯାଇଥିଲା ।ବାବାଜୀ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଆହତ କୋଟରାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଓଡ଼ଗାଁ ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।ତେବେ କୋଟରା କେମିତି ଗାଁ ଭିତରକୁ ଆସିଲା ସେ ସମ୍ପର୍କରେ ବନବିଭାଗ ଅନୁସନ୍ଧାନ ଚଳାଇଥିବା ଜଣା ପଡ଼ିଛି।
ରିପୋର୍ଟ-ଓଡ଼ଗାଁ, କୁରାଳରୁ-ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

19 + 6 =