ଲୋକାର୍ପିତ ହେଲା ନବନିର୍ମିତ ସ୍ୱର୍ଗଦ୍ୱାର

0

ପୁରୀ: ନବୀକରଣ ପରେ ଆଜି ଲୋକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହେଲା ପୁରୀ ସ୍ଵର୍ଗଦ୍ଵାର । ନୂତନ ଶୈଳୀରେ ନିର୍ମିତ ଏହି ସ୍ୱର୍ଗଦ୍ୱାରରେ ଶବ ଦାହ କେନ୍ଦ୍ରଗୁଡିକ କଂକ୍ରିଟ ଯୁକ୍ତ କରାଯାଇ ୨୮ ଟି ଶବ ଦାହ ପିଣ୍ଡି ନିର୍ମାଣ କରାଯାଇଛି । ଦେୟ ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ଆଜିଠାରୁ ଆରମ୍ଭ ହୋଇଛି । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

1 × four =