ଫୁଲୁଚି ଗାଁଦାଣ୍ଡ ଭୟଭୀତ ହେଲେ ଗାଁଲୋକ

0

ଓଡ଼ଗାଁ, କୁରାଳ –ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତର ପଥରା ଗାଁ ଭିତର ସିମେଣ୍ଟ ରାସ୍ତା ଆଜି ବେଳକୁ ବେଳ ଫୁଲି ଫୁଲି ସନ୍ଧ୍ୟା ୬ଟା ସୁଦ୍ଧା ରାସ୍ତାଟି ୧ଫୁଟ ଉପରକୁ ଉଠିଥିବା ବେଳେ ସ୍ଥାନୀୟ ଜନସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି ।ତେବେ ଏହା ବିସ୍ଫୋରଣ ହେବାର ଆଭାସ ମିଳୁଛି ବୋଲି ଅନେକ ମତଦେଇଛନ୍ତି ।ଅଧିକ ତାପମାତ୍ରା ଏହାର କାରଣ ହୋଇଥାଇ ପାରେ ବୋଲି ମଧ୍ୟ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।ତୁରନ୍ତ ପ୍ରଶାସନିକ ପଦକ୍ଷେପ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

17 + seven =