୮୦ ବର୍ଷୀୟ ବୃଦ୍ଧା ବାପାଙ୍କୁ ହାଣି ପୁଅ ଗଲା ଜେଲ

0

ଓଡ଼ଗାଁ, କୁରାଳ–ବାପା ପୁଅ ଝଗଡା ହେବାରୁ ଉତ୍ତେଜିତ ହୋଇ ୮୦ ବର୍ଷର ବୃଦ୍ଧ ବାପାଙ୍କ ହାତକୁ ହାଣିଦେଲା ନିଜ ଜନ୍ମିତ ପୁଅ ।ଏଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ଥାନା ଅଧିନ ପୁରୁଣା କୁସଢିପି ଗାଁରେ ।ଏହି ଗାଁର ବୈକୁଣ୍ଠ ପଟ୍ଟନାୟକ ୮୦ ବର୍ଷ ଗତକାଲି ସନ୍ଧ୍ୟାରେ କୌଣସି କାରଣରୁ ନିଜ ପୁଅ ସହିତ ବଚସା ହେବାରୁ ପୁଅ ରାଗରେ ଏକ କଟୁରିରେ ବୃଦ୍ଧାଙ୍କ ଡାହାଣ ହାତକୁ ହାଣି ଦେବା ଭଳି ଘଟଣା ଘଟିଛି ।ବୃଦ୍ଧଙ୍କ ଅଭିଯୋଗ କୁ ଆଧାର କରି ପୁଅ କେଦାର ପଟ୍ଟନାୟକକୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ରିପୋର୍ଟ–ଓଡ଼ଗାଁ, କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.

5 × four =