ବଡୁଛି ଆକ୍ରାନ୍ତଙ୍କ ସଂଖ୍ୟା କଣ୍ଟେନମେଣ୍ଟ ଘୋଷଣା କଲେ ତହସିଲଦାର

0


ଓଡ଼ଗାଁ, କୁରାଳ-ଓଡ଼ଗାଁ ତହସିଲ ସମେତ ଆଖପାଖ ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର ଆଜି ୩୧-୫-୨୦୨୧ରିଖ ଦିନ ୨ଟାରୁ ଗୋତିସାହି ପଞ୍ଚାୟତର କଲ୍ୟାଣପୁର ମଝିସାହି,ଗମ୍ଭାରିଡିହିର ଉପରସାହି,ନନ୍ଦିଘୋର ପଞ୍ଚାୟତ ଘସାଦେଇ ପୁର ସ୍କୁଲସାହି ଓ ଗୌଡ଼ପୁଟ ପଞ୍ଚାୟତ ଟିକରପଲ୍ଲି ଗାଁକୁ ଅନିର୍ଦ୍ଧିଷ୍ଟ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।ଏହି ସମୟରେ କୌଣସି ବାହାର ଲୋକଙ୍କ ଏହି ଅଞ୍ଚଳ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଚାଲୁରହିବ ବୋଲି ଦର୍ଶାଯାଇଛି ।
ରିପୋର୍ଟ-ଓଡ଼ଗାଁ, କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ

Leave A Reply

Your email address will not be published.