ଓଡ଼ଗାଁର ୫ଗାଁ କଣ୍ଟେନମେଣ୍ଟ ମୁକ୍ତ
ଓଡ଼ଗାଁ, କୁରାଳ,-୯-୬-୨୧/ ଓଡ଼ଗାଁ ତହସିଲ ଅଞ୍ଚଳରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଜି ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଦିନ୨ଟାରୁ ୫ଟି ପଞ୍ଚାୟତର ୫ଗାଁ ଯଥା:୧-ରବିଗାଡ଼ିଆ ପଞ୍ଚାୟତର କୁରୁମ ବାଙ୍କତରା ପଥରା ନୁଆଁସାହି,୨-ଶିଖରପୁର ପଞ୍ଚାୟତ କାମନା ସାହି,୩-ପଞ୍ଚୁମୁ ପଞ୍ଚାୟତର ଦୟଣାଝରୀ,୪-ଡିମିସର ପଞ୍ଚାୟତ ନୂଆସାହି,୫-ଗୌଡ଼ପୁଟ ପଞ୍ଚାୟତର ବାରିକ ସାହିକୁ କଣ୍ଟେନମେଣ୍ଟ ମୁକ୍ତ ଘୋଷଣା କରିଛନ୍ତି ।ଏହି ଘୋଷଣାପରେ ଗ୍ରାମବାସୀଙ୍କ ତରଫରୁ ତହସିଲଦାରଙ୍କୁ ଧନ୍ୟବାଦ ଦିଆଯାଇଛି ।
ରିପୋର୍ଟ-ଓଡ଼ଗାଁ କୁରାଳରୁ–ଲକ୍ଷ୍ମୀପ୍ରିୟା ସାହୁ