୭୨ ତମ ବନ ମହୋତ୍ସବ ଅନୁଷ୍ଠିତ
ଇଟାମାଟି: ଆଜି ନୟାଗଡ ଜିଲ୍ଲା ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ 72 ତମ ବନ ମହୋସ୍ଛବ ସ୍ଥାନୀୟ ବିଜୁ ମହତାବ ସ୍ବେତ୍ସାସେବୀ ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ,ଇଟାମାଟି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଙ୍କ ପୌରହିତ ରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କରାଯିବା ସହ ନିକୁଲ ର ସମ୍ପାଦକ ଦିଲୀପ କୁମାର ସାହୁ ଙ୍କ ଏକ ସଂଯୋଜନାରେ ସଚେତନତା ସଭା ଆୟୋଜିତ ହୋଇଥିଲା ,ଵୃକ୍ଷ ବଞ୍ଚିଲେ ଆମେ ବଂଚିବା ବୃକ୍ଷ ହିଁ ଜୀବନ ,ପ୍ରତ୍ୟେକ ଗୋଟିଏ ଗୋଟିଏ ଗୋଟିଏ ଗଛ ଲଗାଇ ତାକୁ ବଂଚାଇବାର ଦାଇତ୍ୱ ନେଲେ ଆମର ଏ ପ୍ରୟାସ ଫଳ ପ୍ରଦ ହେବ ବୋଲି ଅତିଥି ମାନେ ଯୋଗଦେଇ କହିଥିଲେ ,ନୟାଗଡ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ମନୋଜ ପାତ୍ର ,ଏବଂ ଅତିରିକ୍ତ ବନ ସରକ୍ଷ୍ୟକ ଶ୍ରୀଯୁକ୍ତ ଅରବିନ୍ଦ ମହାନ୍ତି ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଉକ୍ତ ଉଶ୍ଚବ ରେ ଯୋଗଦେଇଥିଲେ ,ଏବଂ ସରପଞ୍ଚ ଶ୍ରୀମତି ଷୋନାଲିକା ମନ୍ଥନ ସ୍ୱାଗତ ଭାଷଣ ଦେଇଥିଲେ ,ଏ ଅବସରରେ ପରିବେଶ ବିତ ରଞ୍ଜନ ରଶ୍ମି ଜେନା ,ଉମେଶ ଚନ୍ଦ୍ର ପଟନାୟକ ଅଧ୍ୟାପକ ଶ୍ରବଣ କୁମାରମ ,ଯୁବ ସମାଜ ସେବୀ ସାଇ ଶୁଭମ ଙ୍କୁ ଏ ଅବ ସାରରେ ସମ୍ବର୍ଦ୍ଧିତ କରାଯାଇଥିଲା ,ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଦୁର୍ଯ୍ୟୋଧନ ନାୟକ ,sanwar ମଲ ଅଗ୍ରୱାଲ ,ରଙ୍ଗନାଥ ବେହେରା ,ଜଗନ୍ନାଥ ଦାସ ,ଭାଗିରଥି ବାଇ ,ଏବଂ ଶ୍ୟାମ ପାତ୍ର ସମେତ ବହୁ ଵୃକ୍ଷ ପ୍ରେମୀ ଏଥିରେ ଯୋଗ ଦେଇଥିଲେ।