Browsing Category

ଓଡିଶା

ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ସଚିବ କ୍ରିଷନ କୁମାର

ଭୁବନେଶ୍ୱର: ଆଜି ଡ଼. କ୍ରିଷନ କୁମାର, ଆୟୁକ୍ତ-ତଥା-ଶାସନ ସଚିବ, Works Department, Government of Odisha ଟିମ୍ ସହିତ କଟକରେ ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜଳ ସମ୍ପଦ ବିଭାଗ Water Resources Department Government of Odisha ଏବଂ…

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ

କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଭୁବନେଶ୍ବର ତା-୨୪,୦୮, ୨୦୨୧ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କ୍ରମରେ ଆଜି କୋରାପୁଟ ଜିଲ୍ଲାର ମାଛରା ଗ୍ରାମ ପରିଦର୍ଶନ କରି ସେଠାରେ ବିଜୁ…

୪ ଘଣ୍ଟାପରେ ପାଣିଟାପରୁ ଷଣ୍ଢ ଉଦ୍ଧାର

ଓଡ଼ଗାଁ, କୁରାଳ-୨୪-୮-/ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ କୁରାଳ ନୋଡାଲ ହାଇସ୍କୁଲ ପାଚେରୀକୁ ଲାଗିଥିବା ତଥା କୁରାଳ ପୁରୁଣା ପୋଷ୍ଟ ଅଫିସ ପଛପଟକୁ ଥିବା ଏକ ପାଣିଟାପରେ ଏକ ଷଣ୍ଢ ପଡିଯାଥିଲା। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଷଣ୍ଢକୁ ଉଦ୍ଧାର…

ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ

ଓଡ଼ଗାଁ, କୁରାଳ,୧୯-୮-୨୦୨୧:ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ନୟାଗଡ଼ ଜିଲ୍ଲା ଫଟୋଗ୍ରାଫି ଆସୋସିଏସନ ଓ ଓଡ଼ଗାଁ ବ୍ଲକ ଫଟୋଗ୍ରାଫି ଆସୋସିଏସନର ମିଳିତ ଉଦ୍ୟମରେ ଶରଣକୁଳସ୍ଥିତ ମା'ଝାଡେଶ୍ୱରୀଙ୍କ ପବିତ୍ର ପୀଠରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୦ରୁ ଅଧିକ ଫଟୋଗ୍ରାଫର…

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀର ଉଦଘାଟନୀ ଉତ୍ସବ ପାଳିତ

ଓଡ଼ଗାଁ, କୁରାଳ-୧୫-୮-୨୦୨୧ଆଜି ଅପରାହ୍ନ ୨ଟାରେ ଓଡ଼ଗାଁସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ମହାନ୍ ଦାର୍ଶନିକ,ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନର ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି।ପରିବେଶ ସାଥି ସୁକାନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସମିତି…

୭୫ତମ ସ୍ବାଧୀନତା ଦିବସ ପାଳିତ

ଓଡ଼ଗାଁ, କୁରାଳ,୧୫-୮-/ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ସର୍ବପୁରାତନ ଅନୁଷ୍ଠାନ ରାଧକୃଷ୍ଣ ଥିଏଟର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ପବିତ୍ର ପୀଠରେ ଆଜି ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ,ଅଙ୍ଗନବାଡି…

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ଗାଁ, କୁରାଳ,୧୪-୮-୨୦୨୧:ଆଜି ଓଡ଼ଗାଁ ବ୍ଲକ୍ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋକ୍ଲବ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରୋହିବାଙ୍କ ଗ୍ରାମପଞ୍ଚାୟତର ସରପଞ୍ଚ ମୁରଲୀଧର ପ୍ରଧାନ ଯୋଗଦେଇଥିବା…

ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ

ଓଡ଼ଗାଁ, କୁରାଳ-୧୨-୮-୨୦୨୧ଆଜି ଓଡ଼ଗାଁ ବ୍ଲକ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁସଂଧ୍ୟାରଣୀ ଦାସଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଛି । ସେ ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚପାଲି ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ…

ବିଶ୍ୱ ‘ସ୍ତନ୍ୟପାନ’ ଦିବସ ପାଳିତ

ଓଡ଼ଗାଁ, କୁରାଳ-୫-୮-୨୦୨୧-ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମା'ମାନଙ୍କୁ ନେଇ ବିଶ୍ୱ ସ୍ତନ୍ୟପାନ ଦିବସ ଆଜି ପାଳିତ ହୋଇଯାଇଛି।ମା'କ୍ଷୀର ଛୁଆ ପାଇଁ ଆବଶ୍ୟକତା ଓ ଉପକାରିତା ଉପରେ ଆଲୋଚନା କରାଯିବା ସହିତ ଛୁଆର ସଠିକ ଯତ୍ନନେଇ ହୃଷ୍ଟପୃଷ୍ଟ…

ଜମି ଭିତରେ ଥିବା ପାଣି ଟାପରେ ବୁଡି କୃଷକ ମୃତ୍ୟୁ

ଓଡ଼ଗାଁ,କୁରାଳ :ଜମିରେ ହଳ କରିବା ବେଳେ ଅସାବଧାନତା ବଶତଃ ଜମି ଭିତରେ ଥିବା ଏକ ପାଣିଟାପରେ ବୁଡି ଯାଇ ଜଣେ କୃଷକ ମୃତ୍ୟୁ ବରଣ କରିଥିବା ଖବର ମିଳିଛି।ଆଜି ସକାଳ ୯ଟାରେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୁଆନ୍ଦ ହରିଜନ ସାହିର ଦେବରାଜ ନାୟକଙ୍କ ପୁଅ ପ୍ରମୋଦ ନାୟକ (୪୫)ବାଣୁଆସାହି କୃଷି…