ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୬୩ ଲକ୍ଷ ପାର

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୨୦ ଲକ୍ଷ ୦୯ ହଜାର ୫୯୦ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୧୨ କୋଟି ୭୭ ଲକ୍ଷ…

ରାଜ୍ୟରେ ୮ ହଜାର ଟପିଲା ସଂକ୍ରମଣ , ଆଜି ନୂଆ ୮୩୮୬ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ କରୋଜ୍ୟ ଅଣାୟତ ଅବସ୍ଥାରେ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୯୩୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ହେଲେ…

ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ଅରୁଣ

ଓଡ଼ଗାଁ : ଗତକାଲି ଅପରାହ୍ନରେ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡାସାହି ଗ୍ରାମର ନୂଆଁସାହିରେ ଅଗ୍ନିକାଣ୍ଡ ଘଟି ୨୧ ପରିବାରର ସବୁ କିଛି ଜଳି ଛାରଖାର ହୋଇଯାଇଥିଲା। ଖବର ପାଇଲା ପରେ ତୁରନ୍ତ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସହାୟତାର ହାତ ବଢାଇଛନ୍ତି । ମନ୍ତ୍ରୀ ଡ଼ଃ ସାହୁ ସମସ୍ତ…

ସାଂସଦ ଜୁଏଲ୍‌ ଓରାମ୍‌ ଓ ରାଜସ୍ଵ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଭିନେତା , କ୍ରିକେଟର ସମସ୍ତେ ଏହି କରୋନା କବଳରେ କବଳିତ । ତେବେ ଓଡିଶାର ସୁନ୍ଦରଗଡ ଜିଲ୍ଲାର ବିଜେପି ନେତା ତଥା ସାଂସଦ ଜୁଏଲ୍‌ ଓରାମ୍‌ ଗତକାଲି କରୋନା ପଜିଟିଭ୍ ଚିହ୍ନଟ…

ଆଇପିଏଲ୍‌-୧୪: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ରୋମାଞ୍ଚକର ମୁକାବିଲା,…

ମୁମ୍ବାଇ,୨୫/୦୪: ଚଳିତ ଆଇପିଏଲ୍‌ର ୧୯ତମ ଲିଗ୍‌ ମ୍ୟାଚ୍‌ରେ ଏକ ରୋମାଞ୍ଚକର ମୁକାବିଲା ରହିଛି । ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ଦୁଇ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ । ମୋଟ୍‌ ଉପରେ କହିବାକୁ ଗଲେ ଆଜିର ମ୍ୟାଚ୍‌ରେ…

ଆଜି ରାଜ୍ୟରୁ ୬ ହଜାର ୧୧୬ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଆକ୍ରାନ୍ତ

ଭୁବନେଶ୍ୱର,୨୫/୦୪: ରାଜ୍ୟରେ ଆଉ ବ୍ରେକ୍‌ ଲାଗୁନି । ଦିନକୁ ଦିନ ସୁଅ ଭଳି ମାଡ଼ିଚାଲିଛି କରୋନା ସଂକ୍ରମଣ । ସବୁଦିନ ସଂକ୍ରମିତ ଚିହ୍ନଟରେ ରେକର୍ଡ ହେଉଛି ।ଗତକାଲିର ରେକର୍ଡ ପୁଣି ଭାଙ୍ଗିଛି କରୋନା । ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ…

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୨୩ ମୃତ, ୪୬ ଅସୁସ୍ଥ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ କୋଭିଡ୍ କେୟାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହସ୍ପିଚାଲରେ ନିଆଁ ଲାଗି ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇଛନ୍ତି ୪୫ ଜଣ । ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା ରୁମରେ ବିସ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି…

ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭର ମୃତ

ଭବାନୀପାଟଣା: ଟ୍ରକ ଓ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଚାପି ହୋଇ ମିନି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କଶୃପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ଟ୍ରକ ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଛି ଯେ ମିନି ଟ୍ରକ…

ଜୀଅନ୍ତା ଜଳିଗଲା ନାବାଳକ, ଗ୍ୟାସ୍ ଲିକରୁ ଘରେ ଅଗ୍ନିକାଣ୍ଡ

ସୋନପୁର: ଗ୍ୟାସ୍ ଲିକରୁ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ଶଙ୍କରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ଚା କରିବା ପାଇଁ ପରିବାର ଲୋକ ଗ୍ୟାସ୍ ଟାଙ୍କି ଲଗାଇବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା…

ରାଜ୍ୟରେ ଆଜି ୬୨୧୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୬୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୧୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୬୦୪ ଜଣ କ୍ବାରେଣ୍ଟାଇନ୍‌ରେ…