ସଂକଟକୁ ସୁଯୋଗରେ ପରିଣତ କର : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ପାଠ ପଢା ସମ୍ପୂର୍ଣ୍ଣ ଭାବେ ବିଗିଡି ଗଲାଣି। ଏ ଭିତରେ ଆଜି ପୁଣି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଛାତ୍ରଛାତ୍ରୀ ଙ୍କ ପାଇଁ ଟୁଇଟ ମାଧ୍ୟମରେ ସଂକଟକୁ ସୁଯୋଗ ଭାବି ଏହାର ସୁଦୁପଯୋଗ…

କ୍ୟାପିଟାଲ ରିଜିଅନ ରିଂଗ ରୋଡ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୨୨/୪– ; ଜାତୀୟ ରାଜପଥ—୧୨ ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ କିଙ୍ଗ୍ କୋଡ (ସିଆଇଆଇଆଇ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ଏହି ସମାନ୍ତରାଳ ରିଙ୍ଗରୋଡ୍ ଖୋରଧା ବାଇପାସ୍ –ଭୁବନେଶ୍ବର…

ଖଣି ଭିତରେ ପଡି ସାଇକେଲ ଚାଳକ ମୃତ୍ୟୁ

ଓଡ଼ଗାଁ, କୁରାଳ -ସାଇକେଲରେ ଯିବାବେଳେ ଅସାବଧାନତା ଯୋଗୁଁ ମଙ୍କଡ଼ା ଖଣି ଭିତରେ ପଡିଯିବା ଯୋଗୁଁ ମୃତ୍ୟୁ ହେବାଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ଥାନା କୋମଣ୍ଡ ଅଞ୍ଚଳର ମାଙ୍କଡ଼ା ଖଣି ନିକଟରେ ।ଆଜି ଦିନ ୧ଟା ବେଳେ କୋମଣ୍ଡର ମଙ୍ଗୁଳୁ ନାୟକ ୫୫ବର୍ଷ ସାଇକେଲ ଯୋଗେ ଖଣି ଦେଇ ଯିବାବେଳେ…

ବାତିଲ ହେଲା ଦଶମ ବୋର୍ଡ଼ ପରୀକ୍ଷା

ଭୁବନେଶ୍ବର : ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ହେବନି ଦଶମ ବୋର୍ଡ଼ ପରୀକ୍ଷା । ଆଜି ଏ ନେଇ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ପାରୀକ୍ଷା ସହିତ ମାଦ୍ରାସ ବୋର୍ଡ଼ ପରୀକ୍ଷା ମଧ୍ୟ ବାତିଲ । ବୋର୍ଡ଼ ର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ…

କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ

ଭୁବନେଶ୍ୱର: କୋଭିଡର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟ ଓ ସହର ମାନଙ୍କରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ଚାପରେ ରହିଛି । ଓଡିଶାରେ ମଧ୍ୟ ଗତ କିଛି ଦିନ ଧରି କୋଭିଡ ସଂଖ୍ୟାରେ ବୃଦ୍ଧି ହେଉଛି। ଆମର ପୂର୍ବ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ଯୋଗୁ ଆମେ ଅନେକ ମାତ୍ରାରେ ପରିସ୍ଥିତିକୁ ଏ…

କାଲି ସିଂହାସନ ବିଜେହେବେ ଶ୍ରୀଶ୍ରୀ ଡ଼ଙ୍କନାସନ ଜୀଉ

ଓଡ଼ଗାଁ, କୁରାଳ,୨୦-୪-ଓଡ଼ଗାଁ ବ୍ଲକ କୋମଣ୍ଡ ଅଧିଷ୍ଠିତ ଶ୍ରୀ ଶ୍ରୀ ଡଙ୍କନାସନ ଜୀଉଙ୍କ ନୂତନ ବିଗ୍ରହ ଆଜି ସିଂହାସନକୁ ବିଜେ କରିବେ ।ଦୀର୍ଘ ୬୦୦ବର୍ଷରୁ ଉର୍ଦ୍ଧ୍ବ ହେବ ଡଙ୍କନାସନ ନାମରେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବିଗ୍ରହରେ ଫେବୃଆରୀ ୧୧ତାରିଖରେ ନିଆଁଲାଗି ପୋଡିଯାଇଥିଲେ…

ଇଞ୍ଜିନିଅରଙ୍କୁ ବୁଦ୍ଧି ଶିଖାଇଲେ ୱାର୍ଡ଼ମେମ୍ବର , ଅନାସ୍ଥାରେ ହାରିଲେ ସୌମ୍ୟ

ନୟାଗଡ଼ : ଶେଷରେ ପଂଚାୟତ ବାସୀଙ୍କର ଜୟ ହେଲା । ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନ ଆଜି ଅନାସ୍ଥା ପ୍ରସ୍ତାବରେ ହାରିଛନ୍ତି । ପଂଚାୟତ ରେ ମୋଟ ୧୫ ଟି ୱାର୍ଡ଼ ଥିବାବେଳେ ଅନାସ୍ଥା ରେ ୧୫ ଜଣ ୱାର୍ଡ଼ ସଭ୍ୟ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ । …

ଦେଶରେ ୨,୫୯,୧୭୦ ନୂଆ କରୋନା ସଂକ୍ରମଣ, ୧୭୬୧ ମୃତ

ନୁଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ ହଜାର…

ବାତିଲ୍‌ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ! ନବୀନ ନିବାସ ସାମ୍ନାରେ ଧାରଣା ଦେଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ଵର: ରାଜ୍ୟରେ କରୋନ ତାର କାୟ ବିସ୍ତାର କରିବାରେ ଲାଗିଲାଣି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଏକ ବର୍ଷ ହେଲାଣି ଠପ ହୋଇଗଲଲାଣି । ଏ ଭିତରେ ଆଜି ରାଜରାସ୍ତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ୍ଵର ସମାଧାନ କରିବାକୁ ତଥା ପରୀକ୍ଷା ବାତିଲ କରିବା…

ନବୀନଙ୍କ ପ୍ରସ୍ତାବରେ ଦେଶ ଖୁସି, ଏଣିକି ଖୋଲା ବଜାରରେ ମିଳିବ ଟିକା

ଭୁବନେଶ୍ୱର: ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ସାରା ଦେଶ ପାଇଁ ପଥ ମାର୍ଗଦର୍ଶକ ସାଜିଲେ ନବୀନ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ…