ଭଜନ ହାଟବାହୁଡା କ୍ୟାସେଟ ଉନ୍ମୋଚିତ

ଓଡ଼ଗାଁ, କୁରାଳ-୨୯-୮-୨୦୨୧ ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ହାଟବାହୁଡା ନାମରେ ଗୋଟିଏ ଭଜନ କ୍ୟାସେଟ୍ ଓ ଫେରିଆ' ପ୍ରିୟା, କୁହୁଳା ସ୍ମୃତି ନାମରେ ଦୁଇଟି ଆଧୁନିକ ଆଲବମ୍ ଏହିପରି ତିନୋଟି କ୍ୟାସେଟ୍ ଯଥାକ୍ରମେ ଓଡ଼ଗାଁର ଶ୍ରୀ ରାଧାମାଧବ ମନ୍ଦିର,ରାମସାଗର ପାର୍କ ଓ ପଥପ୍ରାନ୍ତ ସୁବିଧା…

କରୋନା ସଚେତନତା ସହ ମାକ୍ସ ଓ ସାବୁନ ବଣ୍ଟନ

ଓଡ଼ଗାଁ,କୁରାଳ:୨୯-୮-୨୦୨୧: ମହାମାରୀ 'କରୋନା'ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ କୁରାଳ ଓ ତୋଟାସାହି ଗାଁକଲ୍ୟାଣ ସମିତି ତରଫରୁ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ପୀଠରୁ ଏହି କାର୍ଯ୍ୟକୁ କୁରାଳ ସରପଞ୍ଚ ଶ୍ରୀମତୀ…

କ୍ରାନ୍ତି କବିତା ଆସର ଅନୁଷ୍ଠିତ

ଓଡ଼ଗାଁ, କୁରାଳ-୨୮-୮-୨୦୨୧:ଆଜି ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଗୁଗୁଲ ମିଟ୍ ମାଧ୍ୟମରେ ଏହାର ତୃତୀୟ କବିତା ଆସର (କ୍ରାନ୍ତି କବିତା ଆସର)ଆୟୋଜନ କରିଛି।ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା ମହାବୀର…

ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

ଓଡ଼ଗାଁ,କୁରାଳ,୨୮-୮-୨୦୨୧ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଭାରତ ମଜଦୁର ସଂଘ ଓ ପବ୍ଲିକ ରାଇଟସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି।ଏ ଅବସରରେ ଜିଲ୍ଲା ମଜଦୁର ସଂଘ ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର, ଅନ୍ୟତମ ସଭ୍ୟ…

କୋମଣ୍ଡ ସୋସାଇଟିରେ ଚଢା ଦରରେ ପିଡ଼ିଆ ବିକ୍ରି

ଓଡ଼ଗାଁ, କୁରାଳ-୨୮-୮-୨୦୨୧:ରାଜ୍ୟ ସରକାର କୃଷକ ମାନଙ୍କୁ ଉଚିତ ମୂଲ୍ୟରେ ସାର ଜୋଗାଉଥିବା ବେଳେ ଏହାର ବ୍ୟତିକ୍ରମ ଘଟିଛି ଓଡ଼ଗାଁ ବ୍ଲକ କୋମଣ୍ଡ ସେବା ସମବାୟ ସମିତିରେ।କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତ ଅଧୀନରେ ଥିବା ଏକମାତ୍ର ସୋସାଇଟିରେ ଶହେ ଟଙ୍କାରେ ୧୫କେଜି ସାର କୃଷକ ମାନଙ୍କୁ…

ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବିପତ୍ର

ଓଡ଼ଗାଁ, କୁରାଳ,୨୭-୮-୨୦୨୧: ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହାରୁ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦିଆଯାଇଛି।ଆଜକୁ ଦୀର୍ଘ ୮ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟାଳୟରେ ମାତ୍ର ଟ୭୦୦୦/- ପାରିଶ୍ରମିକ ପାଇ ନିୟମିତ…

ଶ୍ରୀରଘୁନାଥ ଭଜନ ଲୋକାର୍ପିତ

ଓଡ଼ଗାଁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ଓଡ଼ଗାଁରେ ଆଜି ଓଡ଼ଗାଁ ମାଟିର କବି ଲୋକନାଥ ମିଶ୍ର( ଭରଦ୍ୱ।ଜ)ଙ୍କ ରଚିତ ଗୀତ ଶ୍ରୀରଘୁନାଥ ଭଜନଟି ଶ୍ରୀଶ୍ରୀ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି।ଉକ୍ତ ଭଜନଟି ଇଣ୍ଡିଆନ ମ୍ୟୁଜିକ କ୍ରିଏସନ…

ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ସଚିବ କ୍ରିଷନ କୁମାର

ଭୁବନେଶ୍ୱର: ଆଜି ଡ଼. କ୍ରିଷନ କୁମାର, ଆୟୁକ୍ତ-ତଥା-ଶାସନ ସଚିବ, Works Department, Government of Odisha ଟିମ୍ ସହିତ କଟକରେ ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଜଳ ସମ୍ପଦ ବିଭାଗ Water Resources Department Government of Odisha ଏବଂ…

ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ

କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଭୁବନେଶ୍ବର ତା-୨୪,୦୮, ୨୦୨୧ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କ୍ରମରେ ଆଜି କୋରାପୁଟ ଜିଲ୍ଲାର ମାଛରା ଗ୍ରାମ ପରିଦର୍ଶନ କରି ସେଠାରେ ବିଜୁ…

୪ ଘଣ୍ଟାପରେ ପାଣିଟାପରୁ ଷଣ୍ଢ ଉଦ୍ଧାର

ଓଡ଼ଗାଁ, କୁରାଳ-୨୪-୮-/ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ କୁରାଳ ନୋଡାଲ ହାଇସ୍କୁଲ ପାଚେରୀକୁ ଲାଗିଥିବା ତଥା କୁରାଳ ପୁରୁଣା ପୋଷ୍ଟ ଅଫିସ ପଛପଟକୁ ଥିବା ଏକ ପାଣିଟାପରେ ଏକ ଷଣ୍ଢ ପଡିଯାଥିଲା। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଷଣ୍ଢକୁ ଉଦ୍ଧାର…