ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଡ ଘୋଷଣା । ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଘୋଷଣା ଦ୍ବାରା ରାଜ୍ୟର ୬୯୪୪ ସ୍ବାମ୍ବାଦିକ ଉପକୃତ ହେବେ। ସାମ୍ବାଦିକ ମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ । ସାମ୍ବାଦିକ ମାନେ ରାଜ୍ୟରେ ଭଲ କମ କରି ଆସୁଛନ୍ତି ।