ସାତପାଟିଆ କଣ୍ଟେନମେଣ୍ଟ ଜୋନ
ଓଡ଼ଗାଁ, କୁରାଳ-୭-୬-୨୦୨୧/:ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ଗାଁ ବ୍ଲକ,ସୁନାମୁହିଁ ପଞ୍ଚାୟତର ସାତପାଟିଆ ଗ୍ରାମକୁ ଆଜି ଦିନ ୨ଟାରୁ ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।ଏହି ଅଞ୍ଚଳରେ କୌଣସି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ଚାଲୁରହିବ ବୋଲି ଜଣାପଡିଛି।
ରିପୋର୍ଟ-ଓଡ଼ଗାଁ କୁରାଳରୁ ଲକ୍ଷ୍ମୀପ୍ରିୟା ସାହୁ