ପ୍ରଭୁପାଦଙ୍କ ନୂଆ ଗୀତ – ପୁନେଇଁ ଜହ୍ନ
ଭୁବନେଶ୍ୱର: ଜେମା କ୍ରିଏସନ ୱାର୍ଲଡ଼ ତରଫରୁ ପୁଣି ଏକ ମ୍ୟୁଜିକ ଆଲବମ ଗୀତ ରିଲିଜ ହୋଇଛି । ଇଣ୍ଡିଆନ ଆଇଡଲ ର ପ୍ରତିଯୋଗୀ ପ୍ରଭୁପାଦ ଏହି ଗୀତର କଣ୍ଠ ଦାନ କରିଛନ୍ତି। ଯୁବ ପିଢିଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ଏହି ଗୀତ ରିଲିଜ ପରେ । ସ୍ୱାଗତ ପାତ୍ରଙ୍କ ନିର୍ଦ୍ଦେଶନାରେ…