ଦେଶରେ ୨,୫୯,୧୭୦ ନୂଆ କରୋନା ସଂକ୍ରମଣ, ୧୭୬୧ ମୃତ

ନୁଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ ହଜାର…

ବାତିଲ୍‌ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ! ନବୀନ ନିବାସ ସାମ୍ନାରେ ଧାରଣା ଦେଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ଵର: ରାଜ୍ୟରେ କରୋନ ତାର କାୟ ବିସ୍ତାର କରିବାରେ ଲାଗିଲାଣି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଏକ ବର୍ଷ ହେଲାଣି ଠପ ହୋଇଗଲଲାଣି । ଏ ଭିତରେ ଆଜି ରାଜରାସ୍ତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ୍ଵର ସମାଧାନ କରିବାକୁ ତଥା ପରୀକ୍ଷା ବାତିଲ କରିବା…

ନବୀନଙ୍କ ପ୍ରସ୍ତାବରେ ଦେଶ ଖୁସି, ଏଣିକି ଖୋଲା ବଜାରରେ ମିଳିବ ଟିକା

ଭୁବନେଶ୍ୱର: ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ସାରା ଦେଶ ପାଇଁ ପଥ ମାର୍ଗଦର୍ଶକ ସାଜିଲେ ନବୀନ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ…

ପିପିଲି ରେ ପ୍ରଚାର ବନ୍ଦ କଲା ବିଜେଡି

ଭୁବନେଶ୍ବର : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ପିପିଲି ରେ ପ୍ରଚାର ବନ୍ଦ କଲା ବିଜେଡି । ଆଜି ଏନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଏକ ଦାୟିତ୍ୱବାନ ଦଳ । ଆମେ ଲୋକଙ୍କ ସେବା ପାଇଁ…

ରାଜ୍ୟର ୪୪୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ରୂପ ନେଉଛି। ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮୭୧ ଜଣ ସ୍ଥାନୀୟ ସଂକ୍ରମିତ…